ବାରିପଦା ସଦର: ଯାଜପୁର: ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବଦଳାଇଲା ଶ୍ରମିକ ପରିବାରର ସ୍ଥିତି
ଯାଜପୁର ଜିଲ୍ଲା କଚେରୀ ଗାଁର ସ୍ବର୍ଗତ ମୃତ୍ୟୁଞ୍ଜୟ ଲେଙ୍କାଙ୍କ ପରିବାରକୁ ମିଳିଛି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା। ସରକାରଙ୍କ ଏହି ଯୋଜନା ଶ୍ରମିକ ପରିବାରକୁ ଦୁର୍ଦ୍ଦଶାରୁ ରକ୍ଷା କରିବାରେ ସାହାଯ୍ୟ କରିଛି।