ବାରିପଦା ସଦର: ମୟୂରଭଞ୍ଜ-2 କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ହେଲା ସ୍ୱଚ୍ଛତା ହିଁ ସେବା ଅଭିଯାନ
ମୟୂରଭଞ୍ଜ-2 କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ-2026 ପାଳିତ ହୋଇଯାଇଛି। ପରିବେଶକୁ ସୁସ୍ଥ ଓ ପରିଷ୍କାର ରଖିବା ଲକ୍ଷ୍ୟରେ ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକଳାପ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।