ବାରିପଦା ସଦର: ଆର୍ଥିକ ଅନଟନ: ପାଠପଢ଼ା ପାଇଁ ମଜୁରି ଖଟୁଛନ୍ତି ଛାତ୍ରୀ, ରାସନରୁ ବି ବଞ୍ଚିତ
ଜିବି ନଗର ବ୍ଲକ ଗଠାପୁର ଗ୍ରାମର ସସ୍ମିତା ସୋରେନ ଆର୍ଥିକ ଅନଟନ ଯୋଗୁଁ ମଜୁରି ଖଟି ପାଠ ପଢ଼ୁଛନ୍ତି। ଏଥିସହ ସେ ମାଗଣା ରାସନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ସହାୟତା ନିବେଦନ।