ବାରିପଦା ସଦର: ମୟୂରଭଞ୍ଜରେ ବେଆଇନ ବାଲି ଚାଲାଣ: ୪ଟି ଟ୍ରାକ୍ଟର ଜବତ କଲା ମାଇନିଂ ବିଭାଗ
ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ମାଇନିଂ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଅନୁମତି ବିନା ବାଲି ବୋଝେଇ କରି ଯାଉଥିବା ୪ଟି ଟ୍ରାକ୍ଟର ଜବତ। ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା।