Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ ଛକରେ ସଡ଼କ ଦୁର୍ଘଟଣା ଜଣେ ବୟସ୍କ ବ୍ୟକ୍ତି ଆହତ

ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ ଛକରେ ସଡ଼କ ଦୁର୍ଘଟଣା ଜଣେ ବୟସ୍କ ବ୍ୟକ୍ତି ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 9ଟା ସମୟରେ ଜଣେ ବ୍ୟକ୍ତି ତାଙ୍କ ନାତି ନାତୁଣୀ ସହ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ ଚାଳକ ଫନ ରେ କଥା ହୋଇ ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ବ୍ୟକ୍ତି ଜଣକ ଛିଟିକି ପଡ଼ିଥିଲେ l ସେପଟେ ବାଇକ ଚାଳକ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା l ବ୍ୟକ୍ତି ଜଣଙ୍କୁ କିଛି ଲୋକ ମେଡିକାଲ ଆଣି ଚିକିତ୍ସା କରାଇଥିଲେ l

MORE NEWS