ପାଟଣା: କେନ୍ଦୁଝର: ୩୦୦୦ କେଜି ଜୈବିକ ସାର ପ୍ରସ୍ତୁତ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ
କେନ୍ଦୁଝର ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବଡ଼ ସଫଳତା। ସାଡ଼ଙ୍ଗବାହାଳି ଭିଏସ୍ଏସ୍ର ମହିଳାମାନେ ୩ ହଜାର କେଜି ଜିଆ ଖତ ପ୍ରସ୍ତୁତ କରି ସାହାରପଡ଼ା ସେକ୍ସନକୁ ଯୋଗାଇଛନ୍ତି। ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବନ ବିଭାଗ ସେମାନଙ୍କୁ ସହଯୋଗ କରିଛି।