ରାୟଗଡା: ରାୟଗଡ଼ା ରାମକୃଷ୍ଣ ନଗରରେ ଭୀଷଣ ଅଗ୍ନିକାଣ୍ଡ, 5 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ରାୟଗଡ଼ା ରାମକୃଷ୍ଣ ନଗର ସ୍ଥିତ ଏକ ଗ୍ରୋସେରୀ ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟି ପ୍ରାୟ 5 ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀର 12 ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।