ପାରଳାଖେମୁଣ୍ଡି: ପୂର୍ବତନ ମନ୍ତ୍ରୀ ବିଜୟ ରାମ ରାଜୁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେ. ନାରାୟଣ ରାଓ
ଆନ୍ଧ୍ରପ୍ରଦେଶର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ରାମ ରାଜୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ କେ. ନାରାୟଣ ରାଓ। ସ୍ୱର୍ଗତ ରାଜୁଙ୍କ ପରିବାରକୁ ଭେଟି ସେ ସମବେଦନା ଜଣାଇଛନ୍ତି। ଗଜପତି ଜିଲ୍ଲାବାସୀଙ୍କ ସହ ତାଙ୍କର ଥିଲା ଘନିଷ୍ଠ ସମ୍ପର୍କ।