ନୁଆଗଡ: ନୂଆଗଡ ସଦର ମହକୁମାରେ ଅଚଳ ଷ୍ଟ୍ରିଟ୍ ଲାଇଟ୍, ଅନ୍ଧାରରେ ସ୍ଥାନୀୟ ବାସିନ୍ଦା
Nuagad, Gajapati | Nov 15, 2026
ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସଦର ମହକୁମାରେ ଅଚଳ ହୋଇପଡିଛି ଷ୍ଟ୍ରିଟ୍ ଲାଇଟ୍। ରାସ୍ତା ଓ ସାହି ଅନ୍ଧାର ହୋଇ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ତୁରନ୍ତ ମରାମତି ପାଇଁ ଦାବି।