ଗୁମ୍ମା: ଗଜପତି: ୫ କିମି ଚାଲି ସ୍କୁଲ ଯାଉଛନ୍ତି ପିଲା, ବିଧାୟକଙ୍କୁ ଗ୍ରାମବାସୀଙ୍କ ଗୁହାରି
Gumma, Gajapati | Nov 15, 2026
ଗଜପତି ଜିଲ୍ଲା କିମ୍ବସିଂ ଗ୍ରାମରେ ୭ ବର୍ଷ ହେଲା ବନ୍ଦ ଅଛି ପ୍ରାଥମିକ ବିଦ୍ୟାଳୟ। ପାଠ ପଢ଼ିବା ପାଇଁ ୫ କିଲୋମିଟର ଚାଲିବାକୁ ପଡ଼ୁଛି କୁନି କୁନି ପିଲାଙ୍କୁ। ବିଦ୍ୟାଳୟ ପୁନଃ ଖୋଲିବା ନେଇ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ନିବେଦନ କଲେ ଗ୍ରାମବାସୀ।