Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews
No video available

ଆନନ୍ଦପୁର: ଶାଳପଡା ନିକଟରେ ବାଇକରୁ ପଡି ଜର୍ଦ୍ଦା ଗାଁର ମହିଳା ମୃତ

Anandapur, Kendujhar | Apr 5, 2025
ବାଇକ ରୁ ଖସି ପଡି ମହିଳା ମୃତ ଖବର ଅନୁସାରେ ଆଜି ଅପରାହ୍ନ 3ଟା 45ମିନିଟ ସମୟରେ ଜର୍ଦ୍ଦା ଗାଁର ଜଣେ ମହିଳା ନିଜ ପୁଅ ସାଙ୍ଗରେ ବାଇକ୍ ରେ ଯାଉଥିବା ସମୟରେ ଶାଳପଡ଼ା ନିକଟ ସର୍ଭିସ୍ ରୋଡ ରେ ଥିବା ହମ୍ପ୍ସ୍ ରେ ବାଇକ ରୁ ଖସିପଡ଼ି ଗୁରୁତର ହୋଇଥିବା ବେଳେ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲ କୁ ଅଣାଯାଇଥିବା ବେଳେ ଏଠାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ମୃତ ଘୋଷଣା କରିଛନ୍ତି

MORE NEWS

ଆନନ୍ଦପୁର: ଶାଳପଡା ନିକଟରେ ବାଇକରୁ ପଡି ଜର୍ଦ୍ଦା ଗାଁର ମହିଳା ମୃତ - Anandapur News