ରାୟଗଡା: ରାୟଗଡ଼ା କଲେଜ ନିର୍ବାଚନରେ ଉତ୍ତେଜନା: ଗଣତିରେ ଚଞ୍ଚକତା ଅଭିଯୋଗ
ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ନିର୍ବାଚନ ଫଳାଫଳ ପରେ ବିଜୁ ଛାତ୍ର ଜନତା ଦଳର ସମର୍ଥକଙ୍କ ଧାରଣା। ଗଣତିରେ ଚଞ୍ଚକତା ହୋଇଥିବା ଅଭିଯୋଗ କରି କଲେଜରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ଏ ନେଇ ଉପଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି।