ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ଓ ସମୂହ ଉଦ୍ୟମକୁ ନେଇ ଆୟୋଜିତ ହୋଇଛି ବିଧାନସଭାର ଦିଗ୍ଦର୍ଶନ ସଭା । ଏହି ସଭାରେ ଭବାନୀ ଶଙ୍କର ଭୋଇ ଯୋଗ ଦେଇଛନ୍ତି ।