Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

ରାଜଗାଙ୍ଗପୁର: ସଲଙ୍ଗାବାହାଲ ଛକରେ ମାଛ ବୋଝେଇ ପିକଅପ ଗାଡ଼ି ଚାଳକ କୁ ମରଣାନ୍ତକ ଆକ୍ରମଣ

ମାଛ ବୋଝେଇ ପିକଅପ ଭେନ ଚାଳକକୁ ମାଡ ମାରି ଦୁର୍ବୁତ୍ତ ଫେରାର ରାଜଗାଙ୍ଗପୁର ରୁ ଝାରଖଣ୍ଡ ପଟକୁ ଯାଉଥିବା ଏକ ମାଛ ବୋଝେଇ ପିକଅପ ଭେନକୁ ଅଟକାଇ ଚାଳକକୁ ସଲଙ୍ଗାବାହାଲ ଛକ ନିକଟରେ 5 ଜଣ ଦୁର୍ବୁତ୍ତ ମାନେ ମାଡମାରି ଫେରାର ହୋଇଥିବା ଜଣା ପଡିଛି lଚାଳକ ଗୁରୁତର ଅବସ୍ଥାରେ ଖସି ପଳାଇ ଥିବାରୁ ଜୀବନ ବଞ୍ଚାଇ ଫେରି ଯାଇଥିଲେ କୁତ୍ରା ବ୍ଲକ ସ୍ଥିତ ରାଞ୍ଚିରୋଡ଼କୁ l ଉକ୍ତ ଚାଳକ ପିକଅପ ଭେନର ଗାଡି ମାଲିକକୁ କଲ୍ କରିବାରୁ ରାଞ୍ଚି ରୋଡ଼କୁ ପହଂଚି ଗୁରୁତର ଦେଖି ଚାଳକକୁ ଉଦ୍ଧାର କରି ରାଜଗାଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିଲେ l
ରାଜଗାଙ୍ଗପୁର: ସଲଙ୍ଗାବାହାଲ ଛକରେ ମାଛ ବୋଝେଇ ପିକଅପ ଗାଡ଼ି ଚାଳକ କୁ ମରଣାନ୍ତକ ଆକ୍ରମଣ - Rajagangapur News