Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ରାଜଗାଙ୍ଗପୁର: କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ରେ ଛାତ୍ରଛାତ୍ରୀ ଙ୍କୁ ସାଇବର ସଚେତନତା ର ବାର୍ତ୍ତା ଦେଲା ପୋଲିସ

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ କୁତ୍ରା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି କାର୍ଯ୍ୟକ୍ରମରେ କୁତ୍ରା ଥାନା ଆଇଆଇସି ଲୋକେଶ ସାହୁ ଓ ଏଏସଆଇ ଗୋପୀନାଥ ଓଝା ସାଇବର ସଚେତନତା କରାଇଥିଲେ।