ରାଜଗାଙ୍ଗପୁର: ଅଭିଯୋଗ ଶୁଣିଲେ ଜିଲାପାଳ ଡଃ ଶୁଭଙ୍କର ମହାପାତ୍ର
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଆଜି ଜିଲାପାଳ ଙ୍କର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡଃ ଶୁଭଙ୍କର ମହାପାତ୍ର ଅଂଶଗ୍ରହଣ କରି ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ଅମ୍ରିତା ପାଲ କୈର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ