ରାୟଗଡା: ରାୟଗଡା କଲେଜ ନିର୍ବାଚନ ଫଳାଫଳକୁ ନେଇ ବିବାଦ, ରାତି ତମାମ ଧାରଣାରେ ଛାତ୍ର
ରାୟଗଡା ଅଟୋନମସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା। ଗଣତିରେ ଚଞ୍ଚକତା ଅଭିଯୋଗ ଆଣି ରାତି ତମାମ କଲେଜ ଆଗରେ ଧାରଣା ଦେଲେ ବିଜୁ ଛାତ୍ର ଜନତା ଦଳ ସମର୍ଥକ। ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ସହ କର୍ମଚାରୀଙ୍କୁ ଅଟକ ରଖିବା ନେଇ ସୂଚନା।