Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi

ଭଦ୍ରକ ଗ୍ରାମାଞ୍ଚଳ: ୧୧ଦଫା ଦାବି ନେଇ ଆଜି ବି_ଏମ_ଏସ ପକ୍ଷରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଧେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ

Bhadrak Rural, Bhadrak | Aug 17, 2026

MORE NEWS

🚨 ଜଗତସିଂହପୁରରେ ପୁଣି ସେକ୍ସ ରାକେଟ୍ ଠାବ! 😱 ସ୍ୱାମୀ ସ୍ତ୍ରୀ ମିଶି କରୁଥଲେ ଖେଳ!

ସଦର ଥାନା ଅଞ୍ଚଳର ପୁରେହିଁତପୁର ନନ୍ଦମଣିଗଡ଼ାରେ ପୋଲିସର ଚଢ଼ାଉ। ଜଣେ ଦେହଜୀବୀଙ୍କ ସମେତ ୪ ଜଣ ଗ୍ରାହକ ଏବଂ ରାକେଟ୍ ଚଳାଇଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା।

👉 ଘଟଣାର ପୂରା ଖବର ଜାଣିବାକୁ ପୋଷ୍ଟଟି ଶେୟାର କରନ୍ତୁ।

#Jagatsinghpur #BreakingNews #OdishaNews #RCNOdia #CrimeNews #Odisha

🚨 ଜଗତସିଂହପୁରରେ ପୁଣି ସେକ୍ସ ରାକେଟ୍ ଠାବ! 😱 ସ୍ୱାମୀ ସ୍ତ୍ରୀ ମିଶି କରୁଥଲେ ଖେଳ! ସଦର ଥାନା ଅଞ୍ଚଳର ପୁରେହିଁତପୁର ନନ୍ଦମଣିଗଡ଼ାରେ ପୋଲିସର ଚଢ଼ାଉ। ଜଣେ ଦେହଜୀବୀଙ୍କ ସମେତ ୪ ଜଣ ଗ୍ରାହକ ଏବଂ ରାକେଟ୍ ଚଳାଇଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା। 👉 ଘଟଣାର ପୂରା ଖବର ଜାଣିବାକୁ ପୋଷ୍ଟଟି ଶେୟାର କରନ୍ତୁ। #Jagatsinghpur #BreakingNews #OdishaNews #RCNOdia #CrimeNews #Odisha

Bhadrak Rural, Bhadrak | Aug 18, 2026

ବାସୁଦେବପୁର ସୁଦର୍ଶନପୁର ପଞ୍ଚାୟତର ମାଛ ହାଟ ଛକ ଠାରେ ଗ୍ରାମବାସୀଙ୍କ ରାସ୍ତା ରୋକ। 🌧️🚧

ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ। ରାସ୍ତାରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ଲୋକେ। ଜଳ ନିଷ୍କାସନର ସମାଧାନ ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି।

📍 ସ୍ଥାନ: ମାଛ ହାଟ ଛକ, ସୁଦର୍ଶନପୁର ପଞ୍ଚାୟତ, ବାସୁଦେବପୁର

#ବାସୁଦେବପୁର #ସୁଦର୍ଶନପୁର #ରାସ୍ତାରୋକ #ବନ୍ୟାଜଳ #ଗ୍ରାମବାସୀ #ଓଡ଼ିଶାଖବର #BreakingNews #OdishaNews

ବାସୁଦେବପୁର ସୁଦର୍ଶନପୁର ପଞ୍ଚାୟତର ମାଛ ହାଟ ଛକ ଠାରେ ଗ୍ରାମବାସୀଙ୍କ ରାସ୍ତା ରୋକ। 🌧️🚧 ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ। ରାସ୍ତାରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ଲୋକେ। ଜଳ ନିଷ୍କାସନର ସମାଧାନ ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି। 📍 ସ୍ଥାନ: ମାଛ ହାଟ ଛକ, ସୁଦର୍ଶନପୁର ପଞ୍ଚାୟତ, ବାସୁଦେବପୁର #ବାସୁଦେବପୁର #ସୁଦର୍ଶନପୁର #ରାସ୍ତାରୋକ #ବନ୍ୟାଜଳ #ଗ୍ରାମବାସୀ #ଓଡ଼ିଶାଖବର #BreakingNews #OdishaNews

Bhadrak Rural, Bhadrak | Aug 18, 2026

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭାରେ ଯୋଗ ଦେଇଥିଲେ। 
#ciktykhabarbhadrak

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ବନ୍ୟାପ୍ରଭାବିତ ଅଞ୍ଚଳ ବୋଟ୍ ରେ ବୁଲିଲେ ମୁଖ୍ୟମନ୍ତ୍ରୀ, ବନ୍ୟାଞ୍ଚଳ ପରିଦର୍ଶନ ପରେ ଓରାଳି ଠାରେ ଏକ ଜନ ଶୁଣାଣି ସଭାରେ ଯୋଗ ଦେଇଥିଲେ। #ciktykhabarbhadrak

Bhadrak Rural, Bhadrak | Aug 18, 2026

🌊 ବାସୁଦେବପୁରରେ ପୁଣି ବନ୍ୟା ଆତଙ୍କ! 🚨

ଚତୁର୍ଥ ଥର ପାଇଁ ବାସୁଦେବପୁର ଅଞ୍ଚଳକୁ ପ୍ରବେଶ କରିଛି ବନ୍ୟା ଜଳ। ବିଲ ବାଡ଼ିରେ ପଶିଛି ପାଣି, ଫଳରେ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି। 🌧️🌊

ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। ବନ୍ୟା ପରିସ୍ଥିତି ଉପରେ ରହିଛି ପ୍ରଶାସନର ନଜର।

📍 ବାସୁଦେବପୁର
🔴 ଚତୁର୍ଥ ଥର ବନ୍ୟା ଜଳ ପ୍ରବେଶ
🌊 ବିଲ ବାଡ଼ିରେ ପଶିଲା ପାଣି

#ବାସୁଦେବପୁର #ବନ୍ୟା #ବନ୍ୟାଜଳ #Flood #OdishaFlood #OdishaNews #BreakingNews #ବର୍ଷା #ଜନଜୀବନ

🌊 ବାସୁଦେବପୁରରେ ପୁଣି ବନ୍ୟା ଆତଙ୍କ! 🚨 ଚତୁର୍ଥ ଥର ପାଇଁ ବାସୁଦେବପୁର ଅଞ୍ଚଳକୁ ପ୍ରବେଶ କରିଛି ବନ୍ୟା ଜଳ। ବିଲ ବାଡ଼ିରେ ପଶିଛି ପାଣି, ଫଳରେ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି। 🌧️🌊 ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା। ବନ୍ୟା ପରିସ୍ଥିତି ଉପରେ ରହିଛି ପ୍ରଶାସନର ନଜର। 📍 ବାସୁଦେବପୁର 🔴 ଚତୁର୍ଥ ଥର ବନ୍ୟା ଜଳ ପ୍ରବେଶ 🌊 ବିଲ ବାଡ଼ିରେ ପଶିଲା ପାଣି #ବାସୁଦେବପୁର #ବନ୍ୟା #ବନ୍ୟାଜଳ #Flood #OdishaFlood #OdishaNews #BreakingNews #ବର୍ଷା #ଜନଜୀବନ

Bhadrak Rural, Bhadrak | Aug 18, 2026

ଭଦ୍ରକ::#ତିହିଡି_ବ୍ଲକ୍‌ରେ_ବନ୍ୟା_ପରିସ୍ଥିତି_ଅନୁଧ୍ୟାନ_କଲେ_ମୁଖ୍ୟମନ୍ତ୍ରୀ  ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ସହ ଈଶାନପୁର, ଶ୍ୟାମସୁନ୍ଦରପୁର, ବାଲିଘାଇ, କଣପା ଆଦି ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ସେ ଲୋକଙ୍କଠାରୁ ଅବଗତ ହୋଇଥିଲେ।
#SSnews #Bhadraknews #flood #Odisha #OdishaNews #BREAKING #CMOdisha #MohanCharanMajhi #viralpost #SureshPujari #BJPOdisha

ଭଦ୍ରକ::#ତିହିଡି_ବ୍ଲକ୍‌ରେ_ବନ୍ୟା_ପରିସ୍ଥିତି_ଅନୁଧ୍ୟାନ_କଲେ_ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ସହ ଈଶାନପୁର, ଶ୍ୟାମସୁନ୍ଦରପୁର, ବାଲିଘାଇ, କଣପା ଆଦି ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ସେ ଲୋକଙ୍କଠାରୁ ଅବଗତ ହୋଇଥିଲେ। #SSnews #Bhadraknews #flood #Odisha #OdishaNews #BREAKING #CMOdisha #MohanCharanMajhi #viralpost #SureshPujari #BJPOdisha

Bhadrak Rural, Bhadrak | Aug 17, 2026