Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana

News in Bhadrak Rural

🩸ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଉଦାହରଣ🩸

ଭଦ୍ରକ ରକ୍ତ ଭଣ୍ଡାରର ସଦସ୍ୟ ରବିନ୍ଦ୍ର କୁମାର ଜେନା ନିଜ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରି ସମାଜକୁ ମାନବସେବା ଓ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତାର ସନ୍ଦେଶ ଦେଇଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟ ସମାଜରେ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। ❤️

#ରକ୍ତଦାନ #ଜୀବନଦାନ #ଭଦ୍ରକ #ରବିନ୍ଦ୍ରକୁମାରଜେନା #BloodDonation #Bhadrak #SocialAwareness #HumanityFirst #BloodBank #Inspiration #Rcnmedia #Rcnodia

🩸ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଉଦାହରଣ🩸 ଭଦ୍ରକ ରକ୍ତ ଭଣ୍ଡାରର ସଦସ୍ୟ ରବିନ୍ଦ୍ର କୁମାର ଜେନା ନିଜ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରି ସମାଜକୁ ମାନବସେବା ଓ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତାର ସନ୍ଦେଶ ଦେଇଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟ ସମାଜରେ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। ❤️ #ରକ୍ତଦାନ #ଜୀବନଦାନ #ଭଦ୍ରକ #ରବିନ୍ଦ୍ରକୁମାରଜେନା #BloodDonation #Bhadrak #SocialAwareness #HumanityFirst #BloodBank #Inspiration #Rcnmedia #Rcnodia

Bhadrak Rural, Bhadrak | Jun 7, 2026

ଗାଇ କୁ ରାଷ୍ଟ୍ର ପଶୁ ଘୋଷଣା କରିବା ଦାବିରେ ଅଛି ଦି ମୁସଲିମ ସମାଜ, ଭଦ୍ରକ ତରଫରୁ ସାମ୍ବାଦିକ ସମ୍ମିଳନୀ ।
ଏହା ପୂର୍ବରୁ ଜିଲ୍ଲାପ୍ରଶାସନ କୁ ଚିଠି ମଧ୍ୟ କରିଥିଲେ ।
#StqMedia #TheMuslimSamajBhaddak #Bhadrak #BhadrakNews #Cow #NationalAnimal

ଗାଇ କୁ ରାଷ୍ଟ୍ର ପଶୁ ଘୋଷଣା କରିବା ଦାବିରେ ଅଛି ଦି ମୁସଲିମ ସମାଜ, ଭଦ୍ରକ ତରଫରୁ ସାମ୍ବାଦିକ ସମ୍ମିଳନୀ । ଏହା ପୂର୍ବରୁ ଜିଲ୍ଲାପ୍ରଶାସନ କୁ ଚିଠି ମଧ୍ୟ କରିଥିଲେ । #StqMedia #TheMuslimSamajBhaddak #Bhadrak #BhadrakNews #Cow #NationalAnimal

Bhadrak Rural, Bhadrak | Jun 7, 2026

ବେଡ୍ ମିନ୍ତନ୍ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ| RCN ODIA#news #odianews#Bhadrak news#RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

ବେଡ୍ ମିନ୍ତନ୍ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ| RCN ODIA#news #odianews#Bhadrak news#RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

Bhadrak Rural, Bhadrak | Jun 7, 2026

ଭଦ୍ରକ: ବାପ୍ଟିଷ୍ଟ ଚର୍ଚ୍ଚ ରେ ବିଶ୍ଵଶାନ୍ତି ମହା ପ୍ରାର୍ଥନା, ଶେଷ ଦିନ ପାଇଁ ପ୍ରସ୍ତୁତ ହୁଅ । ପ୍ରଭୂ ଯୀଶୁ ଆସୁଛନ୍ତି ମନ ଫେରାଓ ପ୍ରଦୀପ ଜଳେଇ ରଖ । ତିନି ଦିନିଆ ଧର୍ମ ସଭାରେ ଏମିତି କହିଲେ ଜଣେ ଯୀଶୁଙ୍କ ଭକ୍ତ। 
#citykhabarbhadrak

ଭଦ୍ରକ: ବାପ୍ଟିଷ୍ଟ ଚର୍ଚ୍ଚ ରେ ବିଶ୍ଵଶାନ୍ତି ମହା ପ୍ରାର୍ଥନା, ଶେଷ ଦିନ ପାଇଁ ପ୍ରସ୍ତୁତ ହୁଅ । ପ୍ରଭୂ ଯୀଶୁ ଆସୁଛନ୍ତି ମନ ଫେରାଓ ପ୍ରଦୀପ ଜଳେଇ ରଖ । ତିନି ଦିନିଆ ଧର୍ମ ସଭାରେ ଏମିତି କହିଲେ ଜଣେ ଯୀଶୁଙ୍କ ଭକ୍ତ। #citykhabarbhadrak

Bhadrak Rural, Bhadrak | Jun 7, 2026

ଭଦ୍ରକ: ବାପ୍ଟିଷ୍ଟ ଚର୍ଚ୍ଚ ରେ ବିଶ୍ଵଶାନ୍ତି ମହା ପ୍ରାର୍ଥନା, ତିନି ଦିନିଆ ଧର୍ମ ସଭା। ଶେଷ ଦିନ ପାଇଁ ପ୍ରସ୍ତୁତ ହୁଅ । 
#citykhabarbhadrak

ଭଦ୍ରକ: ବାପ୍ଟିଷ୍ଟ ଚର୍ଚ୍ଚ ରେ ବିଶ୍ଵଶାନ୍ତି ମହା ପ୍ରାର୍ଥନା, ତିନି ଦିନିଆ ଧର୍ମ ସଭା। ଶେଷ ଦିନ ପାଇଁ ପ୍ରସ୍ତୁତ ହୁଅ । #citykhabarbhadrak

Bhadrak Rural, Bhadrak | Jun 7, 2026

ଭଦ୍ରକରେ ସିଏମ୍ ଟ୍ରଫି ଭଲିବଲ୍ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଛି। ଏହି କ୍ରୀଡ଼ା ଆୟୋଜନରେ ପ୍ରାୟ ୨୫୦ ଜଣ ଭଲିବଲ୍ ଖେଳାଳି ଯୋଗଦେଇ ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଯୁବ କ୍ରୀଡ଼ାବିତଙ୍କ ମଧ୍ୟରେ ଉତ୍ସାହ ଓ କ୍ରୀଡ଼ାମନୋଭାବ ବୃଦ୍ଧି ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାଜିଛି।

#Bhadrak #CMTrophy #Volleyball #OdishaSports #SportsNews #BhadrakNews #CMTrophy2026 #VolleyballTournament #Odisha #SportsUpdate #Rcnodia #Rcnodianews

ଭଦ୍ରକରେ ସିଏମ୍ ଟ୍ରଫି ଭଲିବଲ୍ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଛି। ଏହି କ୍ରୀଡ଼ା ଆୟୋଜନରେ ପ୍ରାୟ ୨୫୦ ଜଣ ଭଲିବଲ୍ ଖେଳାଳି ଯୋଗଦେଇ ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଯୁବ କ୍ରୀଡ଼ାବିତଙ୍କ ମଧ୍ୟରେ ଉତ୍ସାହ ଓ କ୍ରୀଡ଼ାମନୋଭାବ ବୃଦ୍ଧି ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାଜିଛି। #Bhadrak #CMTrophy #Volleyball #OdishaSports #SportsNews #BhadrakNews #CMTrophy2026 #VolleyballTournament #Odisha #SportsUpdate #Rcnodia #Rcnodianews

Bhadrak Rural, Bhadrak | Jun 7, 2026