Public App Logo
🚨 ଜଗତସିଂହପୁରରେ ପୁଣି ସେକ୍ସ ରାକେଟ୍ ଠାବ! 😱 ସ୍ୱାମୀ ସ୍ତ୍ରୀ ମିଶି କରୁଥଲେ ଖେଳ! ସଦର ଥାନା ଅଞ୍ଚଳର ପୁରେହିଁତପୁର ନନ୍ଦମଣିଗଡ଼ାରେ ପୋଲିସର ଚଢ଼ାଉ। ଜଣେ ଦେହଜୀବୀଙ୍କ ସମେତ ୪ ଜଣ ଗ୍ରାହକ ଏବଂ ରାକେଟ୍ ଚଳାଇଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା। 👉 ଘଟଣାର ପୂରା ଖବର ଜାଣିବାକୁ ପୋଷ୍ଟଟି ଶେୟାର କରନ୍ତୁ। #Jagatsinghpur #BreakingNews #OdishaNews #RCNOdia #CrimeNews #Odisha - Bhadrak Rural News