Public App Logo
ବାସୁଦେବପୁର ସୁଦର୍ଶନପୁର ପଞ୍ଚାୟତର ମାଛ ହାଟ ଛକ ଠାରେ ଗ୍ରାମବାସୀଙ୍କ ରାସ୍ତା ରୋକ। 🌧️🚧 ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ। ରାସ୍ତାରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ଲୋକେ। ଜଳ ନିଷ୍କାସନର ସମାଧାନ ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି। 📍 ସ୍ଥାନ: ମାଛ ହାଟ ଛକ, ସୁଦର୍ଶନପୁର ପଞ୍ଚାୟତ, ବାସୁଦେବପୁର #ବାସୁଦେବପୁର #ସୁଦର୍ଶନପୁର #ରାସ୍ତାରୋକ #ବନ୍ୟାଜଳ #ଗ୍ରାମବାସୀ #ଓଡ଼ିଶାଖବର #BreakingNews #OdishaNews - Bhadrak Rural News