ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗରେ ଭୁବନେଶ୍ୱର ସରକାରୀ ବାସ ଭବନରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଆନ୍ଦୋଳନ ରତ ଡ୍ରାଇଭର ସଙ୍ଘ ସହ ଆଜି ବୈଠକ କରିବେ ସରକାର। ଆଲୋଚନା ମାଧ୍ୟମରେ ଦାବି ସମାଧାନ ପାଇଁ ବସିବ ବୈଠକ। ଡ୍ରାଇଭର ମହାଶଂଘ ସହ ପୂର୍ବରୁ ଆଲୋଚନା ହୋଇଥିଲା। ସେମାନଙ୍କ ନାର୍ଯ୍ୟ ଦାବି ଅଛି। 100 କିମି ଭିତରେ ସବୁ ସୁବିଧା ମିଳୁ। ରାସ୍ତାରେ ଦୁର୍ଘଟଣା ପାଇଁ ଲୋକଙ୍କ ଆକ୍ରୋଶ ର ଶିକାର ହେଉଛନ୍ତି । ଅଟୋ ଚାଳଙ୍କୁ ସେମାନଙ୍କ ସଙ୍ଘ ସହ ରଖିବା ପାଇଁ ସେମାନଙ୍କ ଦାବି ଅଛି। ବିଭିନ୍ନ କଥାକୁ ନେଇ ଆନ୍ଦୋଳନ କରିଛନ୍ତି ।