ଲଖନପୁର: ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ଶେଷ ଦର୍ଶନ କଲେ ମନ୍ତ୍ରୀ ସୁରେଶ ପୂଜାରୀ
ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ସୁରେଶ ପୂଜାରୀ। ସ୍ୱର୍ଗତ ମହାପାତ୍ରଙ୍କ ଅବଦାନକୁ ମନେ ପକାଇ ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା।