ଝାରସୁଗୁଡା: ଝାରସୁଗୁଡ଼ା: ଭୀମଗୁଡ଼ିରେ ଭୋଗ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କୁଲିହାମାଲ ପଞ୍ଚାୟତର ଭୀମଗୁଡ଼ିରେ ଆଜି ଭୋଗ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଏହି ମଣ୍ଡପ ନିର୍ମାଣ ହେବ, ଯାହା ଦ୍ୱାରା ସ୍ଥାନୀୟ ଧାର୍ମିକ ଓ ସାମାଜିକ କାର୍ଯ୍ୟ ପାଇଁ ସୁବିଧା ହେବ।