ଲଖନପୁର: ଝାରସୁଗୁଡ଼ା: କୋଲାବିରା ବ୍ଲକରେ ଭୋଇପଡ଼ା ନୂତନ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଝାରସୁଗୁଡ଼ାର କୋଲାବିରା ବ୍ଲକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ପି.ଡବ୍ଲ୍ୟୁ.ଡି. ରାସ୍ତାଠାରୁ ଭୋଇପଡ଼ା ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ରାସ୍ତା ନିର୍ମାଣ ପରେ ଅଞ୍ଚଳବାସୀଙ୍କ ଯାତାୟାତ ସୁଗମ ହେବ ।