ଲଖନପୁର: ଝାରସୁଗୁଡ଼ା: ଅମାତିରୁ ଲାଖୋପଡ଼ା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଧୀନରେ ଅମାତିଠାରୁ ଲାଖୋପଡ଼ା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ଯୋଗୁଁ ସ୍ଥାନୀୟ ଲୋକଙ୍କ ଯାତାୟାତ ବ୍ୟବସ୍ଥା ସହଜ ହେବ।