ବୌଦ୍ଧ ଜିଲ୍ଲାର ଚାଷୀଙ୍କ ହକ୍ ପାଇଁ ସାମାଜିକ କର୍ମୀ କେଦାରନାଥ ସାହୁଙ୍କ ସ୍ୱର
ବୌଦ୍ଧ ଜିଲ୍ଲାର ଚାଷୀମାନଙ୍କ ଧାନ କିଣାରେ ହୋଇଥିବା ଅନିୟମିତତାର ତଦନ୍ତ ଦାୟିତ୍ୱ MD, OSCSC ଙ୍କ କାର୍ଯ୍ୟାଳୟ ତରଫରୁ ବୌଦ୍ଧ CSO ଙ୍କୁ ଦିଆଯାଇଥିଲା। ଫେବୃଆରୀ ମାସରୁ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ସାମାଜିକ କର୍ମୀ କେଦାରନାଥ ସାହୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।
ପ୍ୟାକ୍ସ ପ୍ରୋକ୍ୟୁରମେଣ୍ଟ ଗାଇଡଲାଇନ୍ (୨୦୨୫-୨୬), ମିଲର ଓ CSO-cum-DM ଙ୍କ ମଧ୍ୟରେ ହୋଇଥିବା ସମସ୍ତ ଚୁକ୍ତିନାମା, ରେଜିଷ୍ଟର ଓ ତଥ୍ୟକୁ ସାର୍ବଜନୀନ କରାଯାଉ।
ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ CSO କାର୍ଯ୍ୟ କରିନାହାନ୍ତି, ତେଣୁ ସତ୍ୟାସତ୍ୟ ପରଖି ଚାଷୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ।
#Boudh #FarmersRights #JusticeForFarmers #KedarSahu #Odisha # Part 1