Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ସମ୍ବଲପୁର ମ୍ୟୁନିସିପାଲଟି: ସେରସୁଆଁତଳ ଛକ ନିଜଟରେ ସଡ଼କ ଦୁର୍ଘଟଣା ଦୁଇ ଯୁବକ ଆହତ

Sambalpur M, Sambalpur | Feb 20, 2026
ସଦର ଥାନା ଅନ୍ତର୍ଗତ ସେରସୁଆଁତଳ ଛକ ନିଜଟରେ ସଡ଼କ ଦୁର୍ଘଟଣା ଦୁଇ ଯୁବକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି pray7 ଟା ସମୟରେ ଦୁଇ ଜଣ ଯୁବକ ସେରସୁଆଁତଲ ଆଡକୁ ଯାଉଥିବା ବେଳେ ଆଗପଟୁ ଏକ ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ଦୁଇ ଯୁବକ ବାଇକ ରୁ ରାସ୍ତାରେ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ଉଦ୍ଧାର କରି ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l

MORE NEWS