ପାଟଣାଗଡ: ବାହୁଡା ଯାତ୍ରା ତିନି ରଥ ରଥ ଭଟା ରେ ପହଞ୍ଚିଲା ରଥ ଟାଣିଲେ ଉପ ମୁଖ୍ୟମନ୍ତ୍ରୀ
ପାଟଣାଗଡ଼ ରେ ବାହୁଡା ଯାତ୍ରା ଉତ୍ସାହ ଉଦ୍ଦିପନା ରେ ଅନୁଷ୍ଠିତ ହୋଇଯାଇଛି ।ମାଉସୀମା ମନ୍ଦିର ରୁ ତିନି ରଥ ବାହାରି ଶନିବାର ସନ୍ଧ୍ୟାରେ ରଥ ଭଟା ରେ ପହଞ୍ଚି ଥିଲା ।ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନସିଂ ଦେଓ ରଥ ଟାଣି ଭଗବାନଙ୍କ ଦର୍ଶନ କରି ଥିଲେ ।ବାହୁଡା଼ ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକ ଙ୍କ ଭିଡ଼ ଲାଗି ରହିଥିଲା ।