ରାୟଗଡା: ରାୟଗଡ଼ାରେ ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ: ଜିଲ୍ଲାରେ ହେଲା 20ଟି କାର୍ଯ୍ୟକ୍ରମ
ରାୟଗଡ଼ାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ ଅଭିଯାନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କରାଯାଇଛି 20ଟି ସଚେତନତା କାର୍ଯ୍ୟକ୍ରମ ।