Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟରିୟମରେ ଯୁବ ଉତ୍ସବ ଅନୁଷ୍ଠିତ

Sambalpur M, Sambalpur | Nov 30, 2025
ମହାନଗର ନିଗମ ଅନ୍ତର୍ଗତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଅଡିଟରିୟମ ରେ ଆଜି ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଜ଼ିଲ୍ଲା ର ଅନେକ କଲେଜ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଏହି ଉତ୍ସବ ରେ ବିଭିନ୍ନ କାଟାଗୋରିରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଅତିରିକ୍ତ ଜ଼ିଲ୍ଲାପାଳ ଓ ଖେଳ ଅଧିକାରୀ ଯୋଗ ଦେଇଥିଲେ l

MORE NEWS