ଭକ୍ତିମୟ ପରିବେଶରେ ଝୁମିଲେ ଶ୍ରଦ୍ଧାଳୁ, ଭାଗବତ ସପ୍ତାହରେ ଆଧ୍ୟାତ୍ମିକ ମାହୋଲ ମହାଦେବ ଦାସଙ୍କ ବାସଭବନରେ ।।
ପବିତ୍ର ଭାଗବତ ସପ୍ତାହ ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଲା ପରିବେଶ। ଭାଗବତ ପାଠ, ପ୍ରବଚନ ଓ ଭଜନ କୀର୍ତ୍ତନରେ ମନ୍ତ୍ରମୁଗ୍ଧ ହେଲେ ଉପସ୍ଥିତ ଶ୍ରଦ୍ଧାଳୁ। ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ଭକ୍ତିମୟ ହୋଇଉଠିଲା ସମଗ୍ର ପରିବେଶ। ଭକ୍ତିରସରେ ଝୁମି ଉଠିଲେ ଶ୍ରଦ୍ଧାଳୁମାନେ।
#mahimatv #BASTA #balasore
Mahadev Das Rajkishore Behera
Basta, Balasore | Nov 19, 2026