Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
Hardoi

News in Basta

#ଓକିଲ_କ୍ଲର୍କ_କୁ_ଆକ୍ରମଣ । 
ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ଥାନା ରେ ଏତେଲା ।
#newsfeed #BreakingNews #Odisha #attack #BASTA #balasore 
Mahima TV CMO Odisha

#ଓକିଲ_କ୍ଲର୍କ_କୁ_ଆକ୍ରମଣ । ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ଥାନା ରେ ଏତେଲା । #newsfeed #BreakingNews #Odisha #attack #BASTA #balasore Mahima TV CMO Odisha

Basta, Balasore | Aug 2, 2026

#ଓକିଲ_କ୍ଲର୍କ_କୁ_ଆକ୍ରମଣ_ଘଟଣା!
#ସାମାନ୍ୟ_କଥାରୁ_ବଚସା।
 #ଉଭୟ_ଙ୍କ_ପକ୍ଷରୁ_ଥାନାରେ_ଅଭିଯୋଗ ।
#newsfeed #BreakingNews #Odisha #attack #BASTA #balasore 
Mahima TV

#ଓକିଲ_କ୍ଲର୍କ_କୁ_ଆକ୍ରମଣ_ଘଟଣା! #ସାମାନ୍ୟ_କଥାରୁ_ବଚସା। #ଉଭୟ_ଙ୍କ_ପକ୍ଷରୁ_ଥାନାରେ_ଅଭିଯୋଗ । #newsfeed #BreakingNews #Odisha #attack #BASTA #balasore Mahima TV

Basta, Balasore | Aug 2, 2026

#ଆବାସ_ଟଙ୍କା_ଦେବେ_କହି_ଗହଣା_ଲୁଟି_ନେଲେ_ଦୁର୍ବୃତ ।
 
ମହିଳା ଜଣକ ଘରେ ଏକା ଥିବା ଜାଣି ସୁନା ଗହଣା ଲୁଟି ଚମ୍ପଟ୍ ମାରିଲେ ଦୁଇଜଣ ଦୁର୍ବୃତ୍ତ । ବାଇକ୍ ଯୋଗେ ଆସି ନିଜକୁ ବ୍ଲକର ଅଫିସର ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଇଡ଼ଦା ପଞ୍ଚାୟତ ଦେପଦା ଗ୍ରାମର ପର୍ଶୁରାମ ଦାସଙ୍କ ଘରେ ‌। 
#gold #jewellery #Loot #BASTA #balasore 
Mahima TV  Ajit Kumar Sahoo Journalist  Rajesh Behera  Rajkishore Behera  Dinabandhu Pradhan  Er Kedar Dash

#ଆବାସ_ଟଙ୍କା_ଦେବେ_କହି_ଗହଣା_ଲୁଟି_ନେଲେ_ଦୁର୍ବୃତ । ମହିଳା ଜଣକ ଘରେ ଏକା ଥିବା ଜାଣି ସୁନା ଗହଣା ଲୁଟି ଚମ୍ପଟ୍ ମାରିଲେ ଦୁଇଜଣ ଦୁର୍ବୃତ୍ତ । ବାଇକ୍ ଯୋଗେ ଆସି ନିଜକୁ ବ୍ଲକର ଅଫିସର ପରିଚୟ ଦେଇ ଲୁଟି ନେଲେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଇଡ଼ଦା ପଞ୍ଚାୟତ ଦେପଦା ଗ୍ରାମର ପର୍ଶୁରାମ ଦାସଙ୍କ ଘରେ ‌। #gold #jewellery #Loot #BASTA #balasore Mahima TV Ajit Kumar Sahoo Journalist Rajesh Behera Rajkishore Behera Dinabandhu Pradhan Er Kedar Dash

Basta, Balasore | Jul 31, 2026

ବସ୍ତା: ମଥାନୀ ଛକ ରୁ ଗାନ୍ଧିଛକ ରାସ୍ତା ରେ ୩ଫୁଟ ପାଣି । ଯୋଗାଯୋଗ ବିଚ୍ଛିନ୍ନ।
#mahimatv #mathani #basta #balasore 
@top fans Dinabandhu Pradhan

ବସ୍ତା: ମଥାନୀ ଛକ ରୁ ଗାନ୍ଧିଛକ ରାସ୍ତା ରେ ୩ଫୁଟ ପାଣି । ଯୋଗାଯୋଗ ବିଚ୍ଛିନ୍ନ। #mahimatv #mathani #basta #balasore @top fans Dinabandhu Pradhan

Basta, Balasore | Jul 29, 2026

#ଜଳକା_ନଦୀରେ_ବନ୍ୟା_ବିଭୀଷିକା ।
ନୟନ ଯୋଡ଼ି ଜବରଦଖଲ ସମସ୍ୟା ଭୋଗୁଛନ୍ତି ଗାଁ ଲୋକେ ‌।
ସ୍ଥିତି ଅନୁଧ୍ୟାନ କଲେ ବସ୍ତା ବିଧାୟିକା ଙ୍କ ସହ ବସ୍ତା ତହସିଲଦାର । 
ଜଳବନ୍ଦୀ ଘେରରେ ପରିବାରକୁ ଲୋକେ । 
ପୋଲ ମୁହଁରେ ଜବରଦଖଲ ପାଇଁ ହେଉଛି ଏଭଳି ସମସ୍ୟା ପୂର୍ତ୍ତ ବିଭାଗ ର ଖାମଖିଆଲି ମନୋଭାବ ରହିଲେ ଆଗକୁ ମଧ୍ୟ ସମାନ ସମସ୍ୟା ର ସମ୍ମୁଖୀନ ହେବେ ପରିବାର ଲୋକେ ।
#newsfeed #rain #flood #BASTA #balasore #jalkariver Mahima TV Rabindra Kumar Jena Dinabandhu Pradhan Subasini Jena

#ଜଳକା_ନଦୀରେ_ବନ୍ୟା_ବିଭୀଷିକା । ନୟନ ଯୋଡ଼ି ଜବରଦଖଲ ସମସ୍ୟା ଭୋଗୁଛନ୍ତି ଗାଁ ଲୋକେ ‌। ସ୍ଥିତି ଅନୁଧ୍ୟାନ କଲେ ବସ୍ତା ବିଧାୟିକା ଙ୍କ ସହ ବସ୍ତା ତହସିଲଦାର । ଜଳବନ୍ଦୀ ଘେରରେ ପରିବାରକୁ ଲୋକେ । ପୋଲ ମୁହଁରେ ଜବରଦଖଲ ପାଇଁ ହେଉଛି ଏଭଳି ସମସ୍ୟା ପୂର୍ତ୍ତ ବିଭାଗ ର ଖାମଖିଆଲି ମନୋଭାବ ରହିଲେ ଆଗକୁ ମଧ୍ୟ ସମାନ ସମସ୍ୟା ର ସମ୍ମୁଖୀନ ହେବେ ପରିବାର ଲୋକେ । #newsfeed #rain #flood #BASTA #balasore #jalkariver Mahima TV Rabindra Kumar Jena Dinabandhu Pradhan Subasini Jena

Basta, Balasore | Jul 29, 2026

ବସ୍ତା: ମଥାନୀ ଛକ ରୁ ଗାନ୍ଧିଛକ ରାସ୍ତା ରେ ୩ଫୁଟ ପାଣି । ଯୋଗାଯୋଗ ବିଚ୍ଛିନ୍ନ।
#mahimatv #mathani #basta #balasore 
Dinabandhu Pradhan  @top fans Ajit Kumar Sahoo Journalist Rabinarayan Satpathy

ବସ୍ତା: ମଥାନୀ ଛକ ରୁ ଗାନ୍ଧିଛକ ରାସ୍ତା ରେ ୩ଫୁଟ ପାଣି । ଯୋଗାଯୋଗ ବିଚ୍ଛିନ୍ନ। #mahimatv #mathani #basta #balasore Dinabandhu Pradhan @top fans Ajit Kumar Sahoo Journalist Rabinarayan Satpathy

Basta, Balasore | Jul 29, 2026