Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
अपराध
News
पुलिस
Bjp
National
Police
Bihar
India
कांग्रेस
भारत
बीजेपी
भाजपा
Congress
Modi
Delhi
Viral
Crime
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Rahulgandhi
यूपी
Uttarpradesh
Haryana
Crimenews
mahimatv
Previous slide
Next slide
Basta, Balasore
| Nov 18, 2026
MORE NEWS
ପ୍ରଣାମ ଭାରତ ପକ୍ଷରୁ ବେଣାପୁରା ବାରୁଣୀ ପଡିଆରେ ଆସନ୍ତା ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ସହ ୨୪ତାରିଖ ରେ ନିଯୁକ୍ତି ମେଳା ଅନୁଷ୍ଠିତ #mahimatv #BASTA #balasorewedding #balasore
Basta, Balasore | Nov 20, 2026
Basta, Balasore | Nov 19, 2026
ପ୍ରଣାମ ଭାରତ ର ସାମ୍ବାଦିକ ସମ୍ମିଳନୀ । Mahima TV
Basta, Balasore | Nov 19, 2026
ବିଜୁ ଯୁବଜନତା ଦଳର ସଭାପତି କଣ କହିଲେ ଶୁଣି ନିଅନ୍ତୁ । #bjd #BijuJanataDalOdisha Naveen Patnaik Nandighosha TV Mahima TV Jyoti Prakash Panigrahi Mahadev Das Ipshitaa Sahoo CMO Odisha Sujata Rout Karthikeyan
Basta, Balasore | Nov 19, 2026
ପ୍ରଣାମ ଭାରତ ର ସାମ୍ବାଦିକ ସମ୍ମିଳନୀ । #mahimatv #BASTA #balasore
Basta, Balasore | Nov 19, 2026
ପ୍ରଣାମ ଭାରତ ପକ୍ଷରୁ ବେଣାପୁରା ବାରୁଣୀ ପଡିଆରେ ଆସନ୍ତା ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ସହ ୨୪ତାରିଖ ରେ ନିଯୁକ୍ତି ମେଳା ଅନୁଷ୍ଠିତ #mahimatv #BASTA #balasorewedding #balasore
Basta, Balasore | Nov 19, 2026
ଭକ୍ତିମୟ ପରିବେଶରେ ଝୁମିଲେ ଶ୍ରଦ୍ଧାଳୁ, ଭାଗବତ ସପ୍ତାହରେ ଆଧ୍ୟାତ୍ମିକ ମାହୋଲ ମହାଦେବ ଦାସଙ୍କ ବାସଭବନରେ ।। ପବିତ୍ର ଭାଗବତ ସପ୍ତାହ ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଲା ପରିବେଶ। ଭାଗବତ ପାଠ, ପ୍ରବଚନ ଓ ଭଜନ କୀର୍ତ୍ତନରେ ମନ୍ତ୍ରମୁଗ୍ଧ ହେଲେ ଉପସ୍ଥିତ ଶ୍ରଦ୍ଧାଳୁ। ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ଭକ୍ତିମୟ ହୋଇଉଠିଲା ସମଗ୍ର ପରିବେଶ। ଭକ୍ତିରସରେ ଝୁମି ଉଠିଲେ ଶ୍ରଦ୍ଧାଳୁମାନେ। #mahimatv #BASTA #balasore Mahadev Das Rajkishore Behera
Basta, Balasore | Nov 19, 2026
ମହାଦେବ ଦାସଙ୍କ ବାସଭବନରେ ଭାଗବତ ସପ୍ତାହ ଅନୁଷ୍ଠିତ ବସ୍ତା: ବସ୍ତା ନିର୍ବାଚନମଣ୍ଡଳୀ ବିଜୁଜନତା ଦଳର ସଂଯୋଜକ ମହାଦେବ ଦାସଙ୍କ ବାସଭବନରେ ଭକ୍ତିମୟ ପରିବେଶରେ ରାସା ପୂର୍ଣ୍ଣମା ଅବସରରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଛି।ଏହି ଅବସରରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଚକ ବାବା ଶ୍ରୀ କୃଷ୍ଣରାଜ ଦାସ ଯୋଗଦେଇ ଭାଗବତର ମହାତ୍ମ୍ୟ, ଧର୍ମ, ନୀତି ଓ ଆଧ୍ୟାତ୍ମିକ ଜୀବନ ସମ୍ପର୍କରେ ଭକ୍ତମାନଙ୍କୁ ପ୍ରବଚନ ପ୍ରଦାନ କରୁଛନ୍ତି।ଭାଗବତ ପ୍ରବଚନ ଶୁଣିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହେଉଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। Rajkishore Behera Dinabandhu Pradhan Mahadev Das Bishnupriya Behera
Basta, Balasore | Nov 19, 2026