ପ୍ରଣାମ ଭାରତ ପକ୍ଷରୁ ବେଣାପୁରା ବାରୁଣୀ ପଡିଆରେ ଆସନ୍ତା ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ସହ ୨୪ତାରିଖ ରେ ନିଯୁକ୍ତି ମେଳା ଅନୁଷ୍ଠିତ #mahimatv #BASTA #balasorewedding #balasore