Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପୋଲିସ ଦ୍ୱାରା ଦୁଇ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ

Sambalpur M, Sambalpur | Nov 30, 2025
ବୁର୍ଲା ପୋଲିସ ଦ୍ୱାରା ଦୁଇ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ l ଗିରଫ ଲୁଟେରା ମାନେ ହେଲେ ବଲେରପଡା ର ବିଜୟ ନାଏକ ଓ ମହେଶ ସିଂ l ମିଳିଥିବା ସୂଚନା ଅନୁସାରେ ଗତ 29 ତାରିଖ ସଞ୍ଜୟ କୁମାର ରାଉତ ନାମକ ଜଣେ ବ୍ୟକ୍ତି tpwodl କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ପ୍ରଫେସର କଲୋନୀ ନିକଟରେ ଦୁଇ ଜଣ ଲୁଟେରା ସଞ୍ଜୟଙ୍କୁ ଅଟକାଇ ତାଙ୍କୁ ଟଙ୍କା ମାଗିଥିଲେ l ଟଙ୍କା ଦେବା ପାଇଁ ମନା କରିବାରୁ ତାଙ୍କୁ ମାଡ଼ ମାରି ତାଙ୍କର ଏକ ଲାପଟୋପ, ତାଙ୍କ ପର୍ସ ଓ ଏକ ମୋବାଇଲ ନେଇଯାଇଥିଲେ l ପୋଲିସ ଘଟଣାର ତଦନ୍ତ କରି ଆଜି ଦୁଇ ଅଭିଯୁକ୍ତକୁ ଗିରଫ କରି ସମସ୍ତ ଲୁଟ ସାମଗ୍ରୀ କୁ ଜବତ କରିଛି l

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ପୋଲିସ ଦ୍ୱାରା ଦୁଇ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ - Sambalpur M News