Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କେସିଙ୍ଗା: କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସ୍ଥଗିତ,ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲା ଧାରଣା l

Kesinga, Kalahandi | Jul 5, 2025
କେସିଙ୍ଗା ଅଞ୍ଚଳର ପ୍ରମୁଖ ୧୦ ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜି ଠାରୁ ସ୍ଥଗିତ ରଖାଯାଇଛି l ଏହି ଆନ୍ଦୋଳନ ଗତ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହା ୧୮ ଦିନରେ ପହଞ୍ଚିଥିଲା l ଇତି ମଧ୍ୟରେ ବିଡ଼ିଓ ,ତହସିଲଦାର ଏବଂ ଭବାନୀପାଟଣା ଉପ ଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା l ଶେଷରେ ଆଜି ୧୨ ଟା ବେଳେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଧାରଣା ସ୍ଥଳକୁ ଯାଇ ଆଲୋଚନା କରିଥିଲେ l ସମ୍ପୃକ୍ତ ମଞ୍ଚ ପକ୍ଷରୁ ଯେଉଁ ୧୦ ଦଫା ଦାବି ପାଇଁ ଧାରଣା ଚାଲିଥିଲା