Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କେସିଙ୍ଗା: କେସିଙ୍ଗା ରେଲୱେ ଷ୍ଟେସନରେ ୨୦ କେଜି ଗଞ୍ଜେଇ ସହ ଦୁଇ ଅନ୍ତଃରାଜ୍ୟ ଚାଲାଣ କାରୀ ଗିରଫ l

Kesinga, Kalahandi | Jul 16, 2025
କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଲୱେ ଷ୍ଟେସନର ପ୍ଲାଟଫର୍ମ ନଂ ୧ ରେ କୌଣସି ସୂତ୍ରରୁ ଖବର ପାଇ ଆଜି ୫ଟା ବେଳେ କେସିଙ୍ଗା ଅବକାରୀ ବିଭାଗ ଓ ଆର ପି ଏଫ ର ମଳିତ ଉଦ୍ୟମରେ ୨ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି l ଗିରଫ ୨ ଜଣ ଅଭିଯୁକ୍ତ ହେଲେ ମଲିକ ବାଦସାହ(୨୯) ଓ ଅନ୍ୟ ଜଣେ ହେଲା ଋଷିନାଥ.ସି (୨୨)ଦୁଇଜଣ ତାମିଲନାଡୁ ରାଜ୍ୟ ବୋଲି କେସିଙ୍ଗା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି l ଅଭିଯୁକ୍ତ ମାନଙ୍କ ଠାରୁ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି l ଉଭୟ ଅଭିଯୁକ୍ତ ଙ୍କୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି l