Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କେସିଙ୍ଗା: ଏସିଆ ବୁକରେ ସ୍ଥାନ ପାଇଲେ କେସିଙ୍ଗା ଡାକ୍ତରଖାନାର ଡାକ୍ତର ରବୀନ୍ଦ୍ରନାଥ ଖଟୁଆ l

Kesinga, Kalahandi | Jul 16, 2025
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ରବୀନ୍ଦ୍ରନାଥ ଖଟୁଆ ଏସିଆ ବୁକରେ ସ୍ଥାନ ପାଇଛନ୍ତି l ଏହି ଖବର ଟି ଆଜି ଦିନ ୧୦ ଟା ବେଳେ ଜଣାପଡିଛି l କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିରରେ ସେ ମାଇକ୍ରୋ ଆଲୁବ ମିନେରିଆ ପ୍ରୋଟିନ ଜନିତ ସମସ୍ୟା ଯୋଗୁଁ କିଡିନି ଉପରେ ପ୍ରଭାବ ରହୁଥିବା ଜାଣି ଜାଣିଥିଲେ l ସେ ୧୭ ହଜାର ୨୪୪ ଜଣଙ୍କୁ ରେକର୍ଡ଼ ସ୍କ୍ରିନିଂ କରିଥିଲେ l ଏହି ସଫଳତା ପାଇଁ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି l