Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କେସିଙ୍ଗା: ବୋରିଆ ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ହେଲପର(ଖଳାସୀ)ଗୁରୁତର ଆହତ l

Kesinga, Kalahandi | Jul 17, 2025
କେସିଙ୍ଗା ଥାନା ୨୬ ନଂ ଜାତୀୟ ରାଜପଥ ବୋରିଆ ଗାଁ ନିକଟରେ ଗତ ରାତି ୧୧ ଟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ହେଲପର ଗୁରୁତର ଆହତ ହୋଇଥିବା ଜଣାପଡିଛି l ଖବରନେବାରେ ଜଣାପଡିଛି ଯେ,ବୋରିଆ ଗାଁ ନିକଟ ରେତ ନଦୀ ପୋଲ ପାଖରେ ପୂର୍ବରୁ ଖରାପ ହୋଇ ଏକ ଆନ୍ଧ୍ର ଟ୍ରକ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା l କିଛି ସମୟ ପରେ ଉତକେଲା ପଟୁ ଏକ ଆନ୍ଧ୍ର ଟ୍ରକ ଆସି ଅଚଳ ଥିବା ଟ୍ରକ ପଛରେ ଛିଡ଼ା କରିଥିଲେ l ପରେ ହେଲ ପର ଜଣକ କଣ ହୋଇଛି ବୋଲି ଦେଖିବାକୁ ଯିବାବେଳେ ପଛ ପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିଲା l ପରେ କେସିଙ୍ଗା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ହେଲପର