Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଆଜି ଦିନ ପ୍ରାୟ 10.30 ସମୟରେ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ l ପ୍ରଥମେ 12ଟି ଗେଟ୍ ଖୋଲା ହୋଇଥିଲା l ପ୍ରଥମେ 12 ଟି ଗେଟ ରେ ବନ୍ୟା ଜଳ ନିଷ୍କାସନ ହୋଇଥିଲା ହେଲେ ଦିନ 3 ଟା ରେ ହୀରାକୁଦ ରୁ ଆହୁରି 8 ଟି ଗେଟ ଖୋଲିଥିଲା l ମୋଟ 20 ଟି ଗେଟ ଦେଇ ଜଳନିଷ୍କାସନ ଜାରି ରହିଛି l ତେବେ ଉପର ମୁଣ୍ଡରୁ ଅଧିକ ବନ୍ୟା ଜଳ ଆସିଲେ ଆଉ ମଧ୍ୟ ଗେଟ ଖୋଲି ପାରେ ବୋଲି ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି l

MORE NEWS