Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
Breakingnews
गिरफ्तार
Narendramodi
Madhya_pradesh
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Jdu
Sambalpur
Jabalpur
Crimenews
Sitapur
Firozabad
Breaking
mahimatv
#ବିଜୁଜନତା_ଦଳର_ମିଶ୍ରଣ_ପର୍ବ ।
Basta, Balasore
| Oct 11, 2026
#ବିଜୁଜନତା_ଦଳର_ମିଶ୍ରଣ_ପର୍ବ
MORE NEWS
#ଛାତ୍ର_ସଂସଦ_ନିର୍ବାଚନ_ପୂର୍ବରୁ_କଲେଜ_ଛାତ୍ରୀ_ଙ୍କୁ_ଧମକ ଚାନ୍ଦବାଲି କଲେଜର ଛାତ୍ରୀ କୁ ବିଜେପି ନାରୀନେତ୍ରୀ ଫୋନ ଯୋଗେ ରେଷନ ଓ ସୁଭଦ୍ରା ଯୋଜନା କାଟିବାକୁ ଧମକ । #mahimatv
Basta, Balasore | Oct 11, 2026
#ବିଜୁଜନତା_ଦଳରେ_ଯୋଗ_ଦେଲେ_ରବିନ୍ଦ୍ର_ଜେନା ବସ୍ତା ର୍ନିବାଚନ ମଣ୍ଡଳୀ ର ବିଜୁଜନତା ଦଳ ପକ୍ଷରୁ ଆଜି ମଥାନୀ କଟି ପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ । ବାଲିଆପଳ ବ୍ଲକ ବଣିଆ ଡିହା ପଞ୍ଚାୟତ ରେ ଲୋକେ ଦଳରେ ସାମିଲ ହୋଇଛନ୍ତି ।
Basta, Balasore | Oct 11, 2026
ବସ୍ତା ର୍ନିବାଚନ ମଣ୍ଡଳୀ ର ବିଜୁଜନତା ଦଳର ମିଶ୍ରଣ ପର୍ବ । ବାଲିଆପଳ ବ୍ଲକ ର ବଣିଆଡିହା ପଞ୍ଚାୟତ ର ଅଜୟ କୁମାର ଜେନା ଆଜି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । #mahimatv #basta #baliapal #balasore Mahadev Das Jyoti Prakash Panigrahi Naveen Patnaik Rajesh Behera Rajkishore Behera Ajit Kumar Sahoo Journalist
Basta, Balasore | Oct 11, 2026
କଲେଜ ଇଲେକ୍ସନ ରେ ପୋଲିସ ଦବଙ୍ଗଗିରି । #mahimatv #students #StudentSuccess Mahima TV Naveen Patnaik Rajkishore Behera Rajesh Giri Ipshitaa Sahoo Mahadev Das
Basta, Balasore | Oct 10, 2026
ଛାତ୍ର ସଂସଦ ନିର୍ବାଚନରେ #ABVP ବଳ ପ୍ରୟୋଗ କରି #BCJD ପ୍ରାର୍ଥୀଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି ସରକାର । ଏହାର ନଗ୍ନ ନମୁନା ଆଜି ଦେଖିବାକୁ ମିଳିଛି ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ । ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି । ଭାରତୀୟ ଜନତା ପାର୍ଟିର ଏଭଳି ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ।
Basta, Balasore | Oct 10, 2026
#ବାଲେଶ୍ଵର_ଟାଉନ୍_ପୋଲିସ_ର_ଦବଙ୍ଗଗିରି #mahimatv #balasore #OdishaPolice #ବିଜୁ_ଛାତ୍ର_ଜନତା_ଦଳର_ସଭାପତିଙ୍କୁ_ଉଠାଇଆଣିଲା_ପୋଲିସ Naveen Patnaik Tapas Kumar Panigrahi Jyoti Prakash Panigrahi Ipshitaa Sahoo Biju Janata Dal Odisha Harekrushna Pradhan
Basta, Balasore | Oct 10, 2026
କୁଳିଦା ଠାରେ ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ. ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ର ଚଉଦ ଟି ପଞ୍ଚାୟତ ର ବିଜୁ ଜନତା ଦଳ ର କର୍ମୀ ଙ୍କୁ ନେଇ କୁଳିଦା ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ ପଦଯାତ୍ରା ପଞ୍ଚୁରୁଖୀ ଛକରୁ ବାହାରି ଗୁଡିଖାଳ ବଜାର ରେ ପହଞ୍ଚିଥିଲା। ସେଠାରେ ବ୍ଲକ ବିଜେଡି ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହେଇଥିଲା |ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ବସ୍ତାର ଜନସାଧାରଣଙ୍କ ସେବା କରିବା ସହ ସେମାନଙ୍କ ସ୍ଵାର୍ଥ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ। Mahima TV Surajtv Jay Naveen Odisha Biju Janata Dal Odisha Naveen Patnaik #bjdpadajatra #kulida #basta #balasore
Basta, Balasore | Oct 10, 2026
Basta, Balasore | Oct 10, 2026