Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap
No video available

ନନ୍ଦନକାନନ: ରଘୁନାଥପୁର ଛକରେ ମୋବସ ଧକାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ

Nandankanan, Khordha | Sep 25, 2024
ଆଜି 5.34ରେ ନନ୍ଦନକାନନ ଥାନା ରଘୁନାଥପୁର ଛକରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ମୋ ବସ ଧକାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି | ମୃତକଙ୍କ ନାଁ ନିରଞ୍ଜନ ପଣ୍ଡା | ସେପଟେ ମୃତ ଦେହ କୁ ଜବତ କରି କ୍ୟାପିଟାଲ ହସ୍ପିଟାଲ କୁ ସବ ବ୍ୟବଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ | ରଘୁନାଥପୁର ଛକରେ ଘଟିଛି ଏଭଳି ମର୍ମନ୍ତୁତ ସଡ଼କ ଦୁର୍ଘଟଣା | ଦୁର୍ଘଟଣା ଘଟାଇଥିବା ମୋ ବସ କୁ ଅଟକ ରଖି ତଦନ୍ତ କରୁଛି ପୋଲିସ |

MORE NEWS