Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
बीजेपी
भाजपा
Congress
Accident
Modi
Delhi
Viral
राजस्थान
Odisha
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Kerala
Rahulgandhi
स्कूल
Haryana
Crimenews
No video available

ଆନନ୍ଦପୁର: ପଦ୍ମପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

Anandapur, Kendujhar | Apr 4, 2025
ବାଇକ ଦୁର୍ଘଟଣା କରି ଯୁବକ ଗୁରୁତର ମେଡିକାଲ ରେ ଭର୍ତ୍ତୀଆଜି ଦିବା 1ଘଟିକା ସମୟରେ ପଦ୍ମପୁର ନିକଟରେ ଜଣେ ଯୁବକ ଭାରସ୍ୱାମ ହରାଇ ବାଇକ ଦୁର୍ଘଟଣା କରି ଗୁରୁତର ହୋଇଥିବା ବେଳେ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତୀ କରାଯାଇଛି ଯୁବକ ଘର କୁମଡ଼ ଅଂଚଳ ରେ ବୋଲି ଜଣାପଡିଛି

MORE NEWS

ଆନନ୍ଦପୁର: ପଦ୍ମପୁର ନିକଟରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି - Anandapur News