ମାଲକାନଗିରି : ସହର ମଝିରେ ଗହଣା ଦୋକାନର ସଟର ଭାଙ୍ଗିବାକୁ ଉଦ୍ୟମ, ପୋଲିସର ତଦନ୍ତ ଜାରି I ସହରର ମୁଖ୍ୟ ରାସ୍ତାରେ ଥିବା ରାଜ ଜୁଏଲର୍ସ ନାମକ ଏକ ସୁନା ଦୋକାନର ସଟର ଭାଙ୍ଗି ଚୋରି କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ରାକେଶଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ସେ ଘରକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ୨ଟାରୁ ୩ଟା ମଧ୍ୟରେ କେହି ଦୁର୍ବୃତ୍ତ ଦୋକାନର ସଟର ଭାଙ୍ଗିବା ସହ ପାର୍ଶ୍ୱରେ ଲାଗିଥିବା ଗୋଟିଏ ତାଲା ନେଇଯାଇଥିବା ଜଣାପଡ଼ିଛି।
Malkangiri, Malkangiri | Nov 23, 2026