ରାୟଗଡା: ରାୟଗଡା ଅଟୋନମସ କଲେଜରେ ନିର୍ବାଚନ ପରେ ଉତ୍ତେଜନା: ଗଣତିରେ ଚଞ୍ଚକତା ଅଭିଯୋଗ
ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଓ ଏବିଭିପି ସମର୍ଥକ ମୁହାଁମୁହିଁ। ଗଣତିରେ ଚଞ୍ଚକତା ଅଭିଯୋଗ କରି ରାତି ତମାମ ଧାରଣାରେ ବସିଲେ ଛାତ୍ର। କଲେଜରେ ତାଲା ପକାଇ ଚାଲିଛି ପ୍ରତିବାଦ।