ରାୟଗଡା: ରାୟଗଡ଼ା ମହିଳା ମହାବିଦ୍ୟାଳୟ ନିର୍ବାଚନ: ବିଜୟୀ ସୁଚିତ୍ରା ମହାନନ୍ଦିଆଙ୍କୁ ଶୁଭେଚ୍ଛା
ରାୟଗଡ଼ା ମହିଳା ମହାବିଦ୍ୟାଳୟର ସାଂସ୍କୃତିକ ସଂଘର ଯୁଗ୍ମ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି ଏନଏସୟୁଆଇ ପ୍ରାର୍ଥିନୀ ସୁଚିତ୍ରା ମହାନନ୍ଦିଆ। ଏହି ଅବସରରେ ସାଂସଦ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରେଶମା ଗନ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।