Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ସମ୍ବଲପୁର ମ୍ୟୁନିସିପାଲଟି: ଟ୍ରାଫିକ ପୁଲିସ ପକ୍ଷରୁ ମହାନଗର ନିଗମ ଅନ୍ତର୍ଗତ ମାନେଶ୍ୱର ହାଇସ୍କୁଲ ଠାରେ ଟ୍ରାଫିକ ସଚେତନତା ଓ ଏକ ରାଲି ଅନୁଷ୍ଠିତ

Sambalpur M, Sambalpur | Feb 20, 2026
ସମ୍ବଲପୁର ଜିଲା ଟ୍ରାଫିକ ପୁଲିସ ପକ୍ଷରୁ ମହାନଗର ନିଗମ ଅନ୍ତର୍ଗତ ମାନେଶ୍ୱର ହାଇସ୍କୁଲ ଠାରେ ଟ୍ରାଫିକ ସଚେତନତା ଓ ଏକ ରାଲିର ଆୟୋଜନ କରାଯାଇଥିଲା । ଟ୍ରାଫିକ ଡିଏସପି ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ହାଇସ୍କୁଲ ଠାରେ ଆୟୋଜିତ ସଚେତନତା ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନତା କରାଯାଇଥିଲା । ଗାଡି ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର ନ କରିବା, ନିଶାସେବନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ସିଟ ବେଲ୍ଟ ଓ ହେଲମେଟ ପରିଧାନ, ସଡକ ସୁରକ୍ଷା ଜୀବନ ରକ୍ଷା, ସର୍ବଦା ଟ୍ରାଫିକ ନିୟମ ମାନି ଯାତ୍ରା କରିବା ଆଦି ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ମ

MORE NEWS