📚 ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଆକ୍ସନ୍ ମୋଡ୍ରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର!
ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ମାତ୍ର ଗୋଟିଏ ଦିନ ମଧ୍ୟରେ ତ୍ୱରିତ ପଦକ୍ଷେପ।
ଗତକାଲି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଢେଙ୍କାନାଳ ପୌରପାଳିକାର ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କୁ ଅବଗତ କରାଇଥିଲେ।
ଛାତ୍ରଛାତ୍ରୀଙ୍କ ଏହି ଦାବି ଓ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଆଜି ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି।
କେବଳ ପ୍ରତିଶ୍ରୁତି ନୁହେଁ, କାର୍ଯ୍ୟରେ ପ୍ରତିଫଳିତ ହେଉଛି ପ୍ରତିବଦ୍ଧତା।
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ସୁବିଧା ଓ ଉନ୍ନତି ପାଇଁ ପୌରପାଳିକା ସର୍ବଦା ତତ୍ପର। କାରଣ ଯୁବପିଢ଼ିଙ୍କ ସମସ୍ୟାର ସମାଧାନ ହିଁ ଏକ ଉନ୍ନତ ସମାଜ ଗଠନର ପ୍ରଥମ ପଦକ୍ଷେପ।
ସେବା କେବଳ କଥାରେ ନୁହେଁ, କାର୍ଯ୍ୟରେ!
#newsodiaodisha#public
#Dhenkanal #JayantiPatra #DhenkanalMunicipality DhenkanalAutonomousCollege StudentsFirst StudentWelfare YouthPower PublicService Education Development CommittedToServe ସେବାହିଁସଙ୍କଳ୍ପ
Dhenkanal Sadar, Dhenkanal | Nov 10, 2026