Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

News in Dhenkanal Sadar

*ପ୍ରବଳ ଭିଡରେ ଯୋରନ୍ଦା ଧୂନି ମନ୍ଦିର ସାମ୍ନାରେ
#public#joranda#ʙᴏʟʙᴏᴍ#tredingpost
ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ *ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍ (Shuru App) ଡାଉନଲୋଡ୍ କରନ୍ତୁ* 👇🏻

https://shuru.co.in/dl/I6tNId

*ପ୍ରବଳ ଭିଡରେ ଯୋରନ୍ଦା ଧୂନି ମନ୍ଦିର ସାମ୍ନାରେ #public#joranda#ʙᴏʟʙᴏᴍ#tredingpost ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ *ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍ (Shuru App) ଡାଉନଲୋଡ୍ କରନ୍ତୁ* 👇🏻 https://shuru.co.in/dl/I6tNId

Dhenkanal Sadar, Dhenkanal | Aug 17, 2026

ବ୍ରାହ୍ମଣୀରେ ଦ୍ୱିତୀୟ ଥର ବନ୍ୟା, ଦୁର୍ଦ୍ଦଶା ଦୁଇଗୁଣିତ
*ମାଳପୁରା ଇନ୍‌ଟେକ୍‌ ରାସ୍ତା ବିପଦରେ,  
*ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ
*ଗୋଖାଦ୍ୟ ବାଣ୍ଟିଲେ ଶୁଭେନ୍ଦୁଙ୍କ ଟିମ୍‌ 
*ରତାସାହିରେ ଧସିଲା ପୂର୍ତ୍ତ ରାସ୍ତା 
*ମାର୍ଥାପୁର ବ୍ରିଜ୍‌ ରାସ୍ତା ନଷ୍ଟ | *ଚାଷ ଜମିରେ ପଚିଲା ଧାନ
ଭୁବନ, ୧୬/୮: ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିବାରୁ ଭୁବନ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା ଦୁଇଗୁଣିତ ହୋଇପଡ଼ିଛି। ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୬ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା ସହ ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।
ଭୂଷଳ ପଞ୍ଚାୟତର ଜୟପୁର, ଯମୁନାକୋଟର କୃଷ୍ଣପୁର, ବାଲିବୋ ପଞ୍ଚାୟତର କୁମର୍ଦ୍ଦା ଓ ଅରିଲୋ, ସୁରପ୍ରତାପପୁର ପଞ୍ଚାୟତର ପାଟପୁର ଏବଂ ଗଡ଼ନୃସିଂହପ୍ରସାଦ ପଞ୍ଚାୟତର କାଶୀପୁର ଗ୍ରାମ ବନ୍ୟାଜଳ ଘେରରେ ରହିଛି। ଅନେକ ଲୋକ ଘରୁ ବାହାରିବାକୁ ଅସମର୍ଥ ହୋଇଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ଚିନ୍ତାର କାରଣ ପାଲଟିଛି।
ମାଳପୁରା ଇନ୍‌ଟେକ୍‌ ରାସ୍ତା ବିପଦରେ ରହିଥିବା ଦେଖାଯାଇଛି ।
ଓଡ଼ିଶା ସରକାରଙ୍କ ‘ହର ଘର ଜଳ’ ଯୋଜନାରେ ମାର୍ଥାପୁର ପଞ୍ଚାୟତର ମାଳପୁରା ଗାଁ ନିକଟରେ ଥିବା ଇନ୍‌ଟେକ୍‌ ୱେଲ୍‌କୁ ଯାଇଥିବା ରାସ୍ତା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବାରୁ ଆଗାମୀ ଦିନରେ ଏହା ଅଧିକ ଧସିଯିବା ଆଶଙ୍କା ଦେଖାଦେଇଛି। ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
*ବୋଟ୍‌ରେ ଗଲେ ବିଧାୟକ, ବୁଝିଲେ ଲୋକଙ୍କ ସମସ୍ୟା

ଭୂଷଳ ପଞ୍ଚାୟତର ଜୟପୁର ଗାଁରେ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ବୋଟ୍‌ ସାହାଯ୍ୟରେ ପହଞ୍ଚିଥିଲେ। ବନ୍ୟାଜଳ ମଧ୍ୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବିଧାୟକ ଅବଗତ ହୋଇଥିଲେ। ଆବଶ୍ୟକ ସହାୟତା ଯୋଗାଇଦେବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
*୧୨ କୁଇଣ୍ଟାଲ ଗୋଖାଦ୍ୟ ପହଞ୍ଚାଇଲେ ଶୁଭେନ୍ଦୁଙ୍କ ଟିମ୍‌

ବନ୍ୟାରେ ମଣିଷଙ୍କ ସହ ଗୃହପାଳିତ ପଶୁ ଓ ଗୋରୁଗାଈଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ବୋଟ୍‌ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ୧୨ କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି। ଏହା ଫଳରେ ଅସହାୟ ପଶୁପାଳକମାନେ କିଛିଟା ଆଶ୍ୱସ୍ତ ହୋଇଛନ୍ତି।
*ଫାର୍ମହାଉସ୍‌ରୁ ୪ ଜଣଙ୍କୁ ଉଦ୍ଧାର
ମଠକରଗୋଲା ନିକଟରେ ରାମିଆଳ ନଦୀ ଗର୍ଭରେ ଥିବା ବୁଲା ସାହୁଙ୍କ ଫାର୍ମହାଉସ୍‌ ବନ୍ୟାଜଳ ଘେରରେ ଫସିଯାଇଥିଲା। ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ବୋଟ୍‌ ଯୋଗେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
*ନିଛା ପୋଲ୍‌ ଉପରେ ୩ ଫୁଟ୍

ବ୍ରାହ୍ମଣୀରେ ଦ୍ୱିତୀୟ ଥର ବନ୍ୟା, ଦୁର୍ଦ୍ଦଶା ଦୁଇଗୁଣିତ *ମାଳପୁରା ଇନ୍‌ଟେକ୍‌ ରାସ୍ତା ବିପଦରେ, *ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ *ଗୋଖାଦ୍ୟ ବାଣ୍ଟିଲେ ଶୁଭେନ୍ଦୁଙ୍କ ଟିମ୍‌ *ରତାସାହିରେ ଧସିଲା ପୂର୍ତ୍ତ ରାସ୍ତା *ମାର୍ଥାପୁର ବ୍ରିଜ୍‌ ରାସ୍ତା ନଷ୍ଟ | *ଚାଷ ଜମିରେ ପଚିଲା ଧାନ ଭୁବନ, ୧୬/୮: ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିବାରୁ ଭୁବନ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା ଦୁଇଗୁଣିତ ହୋଇପଡ଼ିଛି। ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୬ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା ସହ ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଭୂଷଳ ପଞ୍ଚାୟତର ଜୟପୁର, ଯମୁନାକୋଟର କୃଷ୍ଣପୁର, ବାଲିବୋ ପଞ୍ଚାୟତର କୁମର୍ଦ୍ଦା ଓ ଅରିଲୋ, ସୁରପ୍ରତାପପୁର ପଞ୍ଚାୟତର ପାଟପୁର ଏବଂ ଗଡ଼ନୃସିଂହପ୍ରସାଦ ପଞ୍ଚାୟତର କାଶୀପୁର ଗ୍ରାମ ବନ୍ୟାଜଳ ଘେରରେ ରହିଛି। ଅନେକ ଲୋକ ଘରୁ ବାହାରିବାକୁ ଅସମର୍ଥ ହୋଇଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ଚିନ୍ତାର କାରଣ ପାଲଟିଛି। ମାଳପୁରା ଇନ୍‌ଟେକ୍‌ ରାସ୍ତା ବିପଦରେ ରହିଥିବା ଦେଖାଯାଇଛି । ଓଡ଼ିଶା ସରକାରଙ୍କ ‘ହର ଘର ଜଳ’ ଯୋଜନାରେ ମାର୍ଥାପୁର ପଞ୍ଚାୟତର ମାଳପୁରା ଗାଁ ନିକଟରେ ଥିବା ଇନ୍‌ଟେକ୍‌ ୱେଲ୍‌କୁ ଯାଇଥିବା ରାସ୍ତା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବାରୁ ଆଗାମୀ ଦିନରେ ଏହା ଅଧିକ ଧସିଯିବା ଆଶଙ୍କା ଦେଖାଦେଇଛି। ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। *ବୋଟ୍‌ରେ ଗଲେ ବିଧାୟକ, ବୁଝିଲେ ଲୋକଙ୍କ ସମସ୍ୟା ଭୂଷଳ ପଞ୍ଚାୟତର ଜୟପୁର ଗାଁରେ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ବୋଟ୍‌ ସାହାଯ୍ୟରେ ପହଞ୍ଚିଥିଲେ। ବନ୍ୟାଜଳ ମଧ୍ୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବିଧାୟକ ଅବଗତ ହୋଇଥିଲେ। ଆବଶ୍ୟକ ସହାୟତା ଯୋଗାଇଦେବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। *୧୨ କୁଇଣ୍ଟାଲ ଗୋଖାଦ୍ୟ ପହଞ୍ଚାଇଲେ ଶୁଭେନ୍ଦୁଙ୍କ ଟିମ୍‌ ବନ୍ୟାରେ ମଣିଷଙ୍କ ସହ ଗୃହପାଳିତ ପଶୁ ଓ ଗୋରୁଗାଈଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ବୋଟ୍‌ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ୧୨ କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି। ଏହା ଫଳରେ ଅସହାୟ ପଶୁପାଳକମାନେ କିଛିଟା ଆଶ୍ୱସ୍ତ ହୋଇଛନ୍ତି। *ଫାର୍ମହାଉସ୍‌ରୁ ୪ ଜଣଙ୍କୁ ଉଦ୍ଧାର ମଠକରଗୋଲା ନିକଟରେ ରାମିଆଳ ନଦୀ ଗର୍ଭରେ ଥିବା ବୁଲା ସାହୁଙ୍କ ଫାର୍ମହାଉସ୍‌ ବନ୍ୟାଜଳ ଘେରରେ ଫସିଯାଇଥିଲା। ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ବୋଟ୍‌ ଯୋଗେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। *ନିଛା ପୋଲ୍‌ ଉପରେ ୩ ଫୁଟ୍

Dhenkanal Sadar, Dhenkanal | Aug 17, 2026

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଜାଗାରେ ନାହିଁ ପାଣି ର ଅଭାବ ସେକରେ ଯୋରନ୍ଦା ରେ ପ୍ରବଳ ଭିଡ଼ ବିଶ୍ୱ ପ୍ରସିଦ୍ଧ ଜାଗାରେ ନାହିଁ ପାଣି ଶୌଚ ହେବେ କେଉଁଠି CMO Odisha Narendra Modi News odia odisha Public ଗଁଦିଆ ଖବର  Daily Highlight Kapilas Mo joranda

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଜାଗାରେ ନାହିଁ ପାଣି ର ଅଭାବ ସେକରେ ଯୋରନ୍ଦା ରେ ପ୍ରବଳ ଭିଡ଼ ବିଶ୍ୱ ପ୍ରସିଦ୍ଧ ଜାଗାରେ ନାହିଁ ପାଣି ଶୌଚ ହେବେ କେଉଁଠି CMO Odisha Narendra Modi News odia odisha Public ଗଁଦିଆ ଖବର Daily Highlight Kapilas Mo joranda

Dhenkanal Sadar, Dhenkanal | Aug 17, 2026

ମହିଳା ଙ୍କୁ ମାରିଥିବା ବ୍ୟକ୍ତି #ଇଏ_ସଞ୍ଜୁକ୍ତାଙ୍କୁ_ମାରି_ଜଙ୍ଗଲରେ_ଫିଙ୍ଗି_ଦେଇଥିଲା
#public #newsodiaodisha#craimenews
#ବକେୟା_ଟଙ୍କା_ମାଗିବାରୁ_ମହିଳାଙ୍କୁ_ପଥରରେ_ଛେଚି_ବିବତ୍ସ_ଭାବରେ_ହତ୍ୟା_କରିଥିଲା_ଅଭିଯୁକ୍ତ_ବିଷ୍ଣୁ

୨୪ଘଣ୍ଟା ଭିତରେ ହତ୍ୟାକାରୀକୁ ଗିରଫ କରିଛି ତୁମୁସିଙ୍ଗା ପୋଲିସ ବକେୟା ଟଙ୍କା ମାଗିବାରୁ କନ୍ତିଓ ପୁଟସାହିର ବିଷ୍ଣୁ ପ୍ରସାଦ ସାହୁ ସଞ୍ଜୁକ୍ତା ସାହୁଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଘଟଣାର ଅଧିକ ତଦନ୍ତ ଜାରି ରହିଛି : ଏସପି ଢେଙ୍କାନାଳ

ମହିଳା ଙ୍କୁ ମାରିଥିବା ବ୍ୟକ୍ତି #ଇଏ_ସଞ୍ଜୁକ୍ତାଙ୍କୁ_ମାରି_ଜଙ୍ଗଲରେ_ଫିଙ୍ଗି_ଦେଇଥିଲା #public #newsodiaodisha#craimenews #ବକେୟା_ଟଙ୍କା_ମାଗିବାରୁ_ମହିଳାଙ୍କୁ_ପଥରରେ_ଛେଚି_ବିବତ୍ସ_ଭାବରେ_ହତ୍ୟା_କରିଥିଲା_ଅଭିଯୁକ୍ତ_ବିଷ୍ଣୁ ୨୪ଘଣ୍ଟା ଭିତରେ ହତ୍ୟାକାରୀକୁ ଗିରଫ କରିଛି ତୁମୁସିଙ୍ଗା ପୋଲିସ ବକେୟା ଟଙ୍କା ମାଗିବାରୁ କନ୍ତିଓ ପୁଟସାହିର ବିଷ୍ଣୁ ପ୍ରସାଦ ସାହୁ ସଞ୍ଜୁକ୍ତା ସାହୁଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଘଟଣାର ଅଧିକ ତଦନ୍ତ ଜାରି ରହିଛି : ଏସପି ଢେଙ୍କାନାଳ

Dhenkanal Sadar, Dhenkanal | Aug 17, 2026

#ଶ୍ରାବଣ_ମାସର_ତୃତୀୟ_ପାଳି_କପିଳାସ_ପୀଠ_ରେ_ଭକ୍ତ_ଙ୍କ_ବାହୁଙ୍ଗୀ _ଧାଡିରେ_ଭରିପୂର୍ଣ୍ଣ #kapilashtemple🔱🕉️❣️🙏 #public #newsodiaodisha #dhenkanal

#ଶ୍ରାବଣ_ମାସର_ତୃତୀୟ_ପାଳି_କପିଳାସ_ପୀଠ_ରେ_ଭକ୍ତ_ଙ୍କ_ବାହୁଙ୍ଗୀ _ଧାଡିରେ_ଭରିପୂର୍ଣ୍ଣ #kapilashtemple🔱🕉️❣️🙏 #public #newsodiaodisha #dhenkanal

Dhenkanal Sadar, Dhenkanal | Aug 17, 2026

ବନ୍ଦେ ମାତରମ୍‌ର ଅପମାନ ବିରୋଧରେ କାମାକ୍ଷାନଗରରେ କ୍ୟାଣ୍ଡଲ ମାର୍ଚ୍ଚ..

କଂଗ୍ରେସ ର ମୁଖିଆ ମଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସମ୍ପୂର୍ଣ କଂଗ୍ରେସ ର ବରିଷ୍ଠ ନେତୃତ୍ୱ ମାନଙ୍କର ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଦେଶର ଗୌରବ ଓ ଜାତୀୟ ଭାବନାର ପ୍ରତୀକ “ବନ୍ଦେ ମାତରମ୍” ପ୍ରତି  ଅସମ୍ମାନକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ଏହି ଘଟଣାର ପ୍ରତିବାଦରେ ଆଜି କାମାକ୍ଷାନଗର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ କ୍ୟାଣ୍ଡଲ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ହାତରେ ଜଳୁଥିବା ଦୀପ ଓ ମନରେ ଦେଶପ୍ରେମର ଭାବନା ସହ ଶତାଧିକ କାର୍ଯ୍ୟକର୍ତ୍ତା “ବନ୍ଦେ ମାତରମ୍”ର ସମ୍ମାନ ରକ୍ଷା ପାଇଁ ନିଜର ଦୃଢ଼ ସ୍ୱର ଉଠାଇଛନ୍ତି।

ଏହି ଅବସରରେ ମାନ୍ୟବର ଜିଲ୍ଲା ସଭାପତି ଶ୍ରୀ Rash Bihari Behera , ମାନ୍ୟବର ବିଧାୟକ ଶ୍ରୀ Satrughan Jena , କାମାକ୍ଷାନଗର ଯୁବମୋର୍ଚ୍ଚା ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦେଶର ଗୌରବ ଓ ଜାତୀୟ ଭାବନା ପ୍ରତି ନିଜର ସମର୍ଥନ ଜଣାଇଥିଲେ।

ବନ୍ଦେ ମାତରମ୍‌ କେବଳ ଏକ ଗୀତ ନୁହେଁ—ଏହା ଆମ ମାତୃଭୂମି ପ୍ରତି ଅସୀମ ଶ୍ରଦ୍ଧା, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ। 🇮🇳

ବନ୍ଦେ ମାତରମ୍‌..
ଜୟ ହିନ୍ଦ୍‌..
ଭାରତ ମାତା କୀ ଜୟ...
Nitin Nabin Narendra Modi Mohan Charan Majhi Dharmendra Pradhan Manmohan Samal 

#CMOOdisha #dhenkanalbjp #BJPOdisha #BJP4IND 

#VandeMataram Kamakshyanagar CandleMarch BJP JaiHind BharatMataKiJai

ବନ୍ଦେ ମାତରମ୍‌ର ଅପମାନ ବିରୋଧରେ କାମାକ୍ଷାନଗରରେ କ୍ୟାଣ୍ଡଲ ମାର୍ଚ୍ଚ.. କଂଗ୍ରେସ ର ମୁଖିଆ ମଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସମ୍ପୂର୍ଣ କଂଗ୍ରେସ ର ବରିଷ୍ଠ ନେତୃତ୍ୱ ମାନଙ୍କର ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଦେଶର ଗୌରବ ଓ ଜାତୀୟ ଭାବନାର ପ୍ରତୀକ “ବନ୍ଦେ ମାତରମ୍” ପ୍ରତି ଅସମ୍ମାନକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣାର ପ୍ରତିବାଦରେ ଆଜି କାମାକ୍ଷାନଗର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ କ୍ୟାଣ୍ଡଲ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ହାତରେ ଜଳୁଥିବା ଦୀପ ଓ ମନରେ ଦେଶପ୍ରେମର ଭାବନା ସହ ଶତାଧିକ କାର୍ଯ୍ୟକର୍ତ୍ତା “ବନ୍ଦେ ମାତରମ୍”ର ସମ୍ମାନ ରକ୍ଷା ପାଇଁ ନିଜର ଦୃଢ଼ ସ୍ୱର ଉଠାଇଛନ୍ତି। ଏହି ଅବସରରେ ମାନ୍ୟବର ଜିଲ୍ଲା ସଭାପତି ଶ୍ରୀ Rash Bihari Behera , ମାନ୍ୟବର ବିଧାୟକ ଶ୍ରୀ Satrughan Jena , କାମାକ୍ଷାନଗର ଯୁବମୋର୍ଚ୍ଚା ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦେଶର ଗୌରବ ଓ ଜାତୀୟ ଭାବନା ପ୍ରତି ନିଜର ସମର୍ଥନ ଜଣାଇଥିଲେ। ବନ୍ଦେ ମାତରମ୍‌ କେବଳ ଏକ ଗୀତ ନୁହେଁ—ଏହା ଆମ ମାତୃଭୂମି ପ୍ରତି ଅସୀମ ଶ୍ରଦ୍ଧା, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ। 🇮🇳 ବନ୍ଦେ ମାତରମ୍‌.. ଜୟ ହିନ୍ଦ୍‌.. ଭାରତ ମାତା କୀ ଜୟ... Nitin Nabin Narendra Modi Mohan Charan Majhi Dharmendra Pradhan Manmohan Samal #CMOOdisha #dhenkanalbjp #BJPOdisha #BJP4IND #VandeMataram Kamakshyanagar CandleMarch BJP JaiHind BharatMataKiJai

Dhenkanal Sadar, Dhenkanal | Aug 16, 2026